ଯାଜପୁର /ତା ୧୫/୧୦ ନ୍ୟାୟଭୂମି ସମ୍ବାଦ (ବ୍ୟୁରୋ)ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯାଜପୁର ଜିଲ୍ଲା କଳିଙ୍ଗନଗରଠାରେ ଇମ୍ଫାର ନୂତନ ଗ୍ରୀନ୍ଫିଲ୍ଡ୍ ପ୍ରକଳ୍ପକୁ ଉଦ୍ଘାଟନ କରିଛନ୍ତି। ବାର୍ଷିକ ୫ ଲକ୍ଷ ଟନ୍ରୁ ଅଧିକ ଉତ୍ପାଦନ କ୍ଷମତା ବିଶିଷ୍ଟ ଏହି ଶିଳ୍ପ ପ୍ରକଳ୍ପ ରାଜ୍ୟର ଶିଳ୍ପାୟନକୁ ନୂଆ ଦିଗ ଦେବା ସହ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ। ଏହାଦ୍ୱାରା ଅଞ୍ଚଳର ଆର୍ଥିକ ବିକାଶକୁ ମଧ୍ୟ ଗତି ମିଳିବା ଆଶା କରାଯାଉଛି।
ସତ୍ୟର ସହିତ : ନ୍ୟାୟର ପଥରେ
ନ୍ୟାୟଭୂମି ସମ୍ବାଦ/ ସମ୍ପାଦକ :-ଜିତେନ୍ଦ୍ର ତାଣ୍ଡି











