ସମ୍ପାଦକ :- ଜିତେନ୍ଦ୍ର ତାଣ୍ଡି

ସତ୍ୟର ସହିତ : ନ୍ୟାୟର ପଥରେ , PRGI ORORI/26/A6471

ସତ୍ୟର ସହିତ : ନ୍ୟାୟର ପଥରେ , PRGI ORORI/26/A6471

ଛତ୍ରପୁର ପ୍ୟୌର ପରିଷଦ ତାମ୍ପରା ହ୍ରଦ ଅଧୀନ ରେ ଥିବା ବ୍ୟାଙ୍କ କଲୋନୀ ଓ ନୂଆଁ ଗାଁର କେତେକ ଅଞ୍ଚଳ ଜଳମଗ୍ନ ଜିଲ୍ଲାପାଳଙ୍କ ଅଞ୍ଚଳ ପରି ଦର୍ଶନ

ନ୍ୟାୟଭୂମି ସମ୍ବାଦ (ବ୍ୟୁରୋ) ଗଭୀର ଅବପାତଜନିତ ପ୍ରବଳ ବର୍ଷାରେ ଛତ୍ରପୁର ପୌର ପରିଷଦ ଅନ୍ତର୍ଗତ ତାମ୍ପରା ହ୍ରଦ, ବ୍ୟାଙ୍କ କଲୋନୀ ଓ ଅଗସ୍ତି ନୂଆଗାଁର କେତେକ ଅଞ୍ଚଳ ଜଳମଗ୍ନ ହୋଇଥିବାବେଳେ ଜିଲ୍ଲାପାଳ ଅଞ୍ଚଳ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି। ବ୍ୟାଙ୍କ କଲୋନୀରୁ ତାମ୍ପରାକୁ ସଂଯୋଗ ରାସ୍ତା ନିର୍ମାଣରେ ଜମି ସମସ୍ୟାର ସମାଧାନ ପାଇଁ ସମ୍ପୃକ୍ତ ଅଧିକାରୀଙ୍କୁ ତୁରନ୍ତ ବୈଠକ କରିବାକୁ ନିର୍ଦ୍ଦେଶ ଦେବା ସହ ଅଗସ୍ତି ନୂଆଗାଁ ନିକଟରେ ଆବଶ୍ୟକ ଗେଟ୍‌ ବ୍ୟବସ୍ଥା କରି ଋଷିକୁଲ୍ୟା ନଦୀର ଜଳ ନିଷ୍କାସନ ପାଇଁ ଜଳସେଚନ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି।

Latest Stories