ସମ୍ପାଦକ :- ଜିତେନ୍ଦ୍ର ତାଣ୍ଡି

ସତ୍ୟର ସହିତ : ନ୍ୟାୟର ପଥରେ , PRGI ORORI/26/A6471

ସତ୍ୟର ସହିତ : ନ୍ୟାୟର ପଥରେ , PRGI ORORI/26/A6471

September 24, 2026

ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ଗ୍ରାହକ ମାନଙ୍କୁ ସୂଚାଇ ଦିଆ ଯାଇଛି, ୟୁନାଇଟେଡ ଫୋରମ୍ ଅଫ ବ୍ୟାଙ୍କ୍ ୟୁନିୟନ୍ ପକ୍ଷରୁ ୨୮ ସେପ୍ଟେମ୍ବରରୁ ୩୦ ସେପ୍ଟେମ୍ବର ୨୦୨୬ ପର୍ଯ୍ୟନ୍ତ ତିନି ଦିନ ପାଇଁ ଧର୍ମଘଟ ଡାକରା ଦିଆଯାଇଛି।

Read More »

ଆସନ୍ତା କାଲି (୨୫ ସେପ୍ଟେମ୍ବର, ୨୦୨୬) ଅପରାହ୍ନ ୪ଟାରେ ରାଷ୍ଟ୍ରବାଦୀ ଜନନାୟକ ପଣ୍ଡିତ ଦୀନଦୟାଲ ଉପାଧ୍ଯାୟଙ୍କ ୧୧୧ତମ ରାଜ୍ୟସ୍ତରୀୟ ଜୟନ୍ତୀ ପାଳନ କାର୍ଯ୍ୟକ୍ରମ ଭୁବନେଶ୍ୱର ଜୟଦେବ ଭବନରେ ଆୟୋଜିତ ହେବ। ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏବଂ ଅନ୍ଯାନ୍ଯ ବିଶିଷ୍ଟ ଅତିଥିଗଣ ଏହି କାର୍ଯ୍ୟକ୍ରମରେ ଯୋଗଦାନ କରିବେ।

Read More »

୧୧ତମ ଆୟୁର୍ବେଦ ଦିବସ ଅବସରରେ ଲୋକସେବା ଭବନରେ ଏକ ଆୟୁର୍ବେଦ ସ୍ୱାସ୍ଥ୍ୟ ସେବା ଶିବିରର ଉଦ୍ଘାଟନ କରିଛି। ଏହି ଶିବିର ମାଧ୍ୟମରେ ଆୟୁର୍ବେଦ ଚିକିତ୍ସା ଓ ସ୍ୱାସ୍ଥ୍ୟ ସଚେତନତାକୁ ଅଧିକ ସୁଦୃଢ଼ କରିବାର ପ୍ରୟାସ କରାଯାଇଛି।

Read More »