ସମ୍ପାଦକ :- ଜିତେନ୍ଦ୍ର ତାଣ୍ଡି

ସତ୍ୟର ସହିତ : ନ୍ୟାୟର ପଥରେ , PRGI ORORI/26/A6471

ସତ୍ୟର ସହିତ : ନ୍ୟାୟର ପଥରେ , PRGI ORORI/26/A6471

ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ଗ୍ରାହକ ମାନଙ୍କୁ ସୂଚାଇ ଦିଆ ଯାଇଛି, ୟୁନାଇଟେଡ ଫୋରମ୍ ଅଫ ବ୍ୟାଙ୍କ୍ ୟୁନିୟନ୍ ପକ୍ଷରୁ ୨୮ ସେପ୍ଟେମ୍ବରରୁ ୩୦ ସେପ୍ଟେମ୍ବର ୨୦୨୬ ପର୍ଯ୍ୟନ୍ତ ତିନି ଦିନ ପାଇଁ ଧର୍ମଘଟ ଡାକରା ଦିଆଯାଇଛି।

ନ୍ୟାୟଭୂମି ସମ୍ବାଦ : ତା ୨୪/୦୯/୨୬ (ଜିତେନ୍ଦ୍ର ତାଣ୍ଡି) ଷ୍ଟେଟ ବ୍ୟାଙ୍କ ଅ ଫ୍ ଇଣ୍ଡିଆ ଗ୍ରାହାକ ମାନଙ୍କୁ ସୂଚିତକରାଯାଉଛି ଯେ, ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିୟନ୍ ପକ୍ଷରୁ ୨୮ ସେପ୍ଟେମ୍ବରରୁ ୩୦ ସେପ୍ଟେମ୍ବର ୨୦୨୬ ପର୍ଯ୍ୟନ୍ତ ତିନି ଦିନ ପାଇଁ ଧର୍ମଘଟ ଡାକରା ଦିଆଯାଇଛି।ଧର୍ମଘଟ ସମୟରେ ଆମେ ଆବଶ୍ୟକୀୟ ବ୍ୟାଙ୍କିଙ୍ଗ୍ ସେବା ଯୋଗାଇବା ପାଇଁ ସମସ୍ତ ପ୍ରକାରର ପ୍ରୟାସ କରିବୁ। ତଥାପି ଗ୍ରାହକମାନଙ୍କୁ ଅନୁରୋଧ ରହିଲା ଯେ ଆପଣ ମାନେ

ଧର୍ମଘଟ ତାରିଖ ପୂର୍ବରୁ ଆବଶ୍ୟକୀୟ ବ୍ୟାଙ୍କିଙ୍ଗ୍ କାରବାର ସମ୍ପୂର୍ଣ୍ଣ କରିନିଅନ୍ତୁ।

✔ ନଗଦ ଟଙ୍କାର ଆବଶ୍ୟକତା ପାଇଁ ଏଟିଏମ୍/ଏଡିଡବ୍ଲ୍ୟୁଏମ୍ (ADWM) ବ୍ୟବହାର କରନ୍ତୁ।

✔ ଗ୍ରାହକ ସେବା କେନ୍ଦ୍ର (Customer Service Point) ବ୍ୟବହାର କରନ୍ତୁ।

✔ ବ୍ୟାଙ୍କିଙ୍ଗ୍ ଆବଶ୍ୟକତା ପୂରଣ ପାଇଁ ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ୍, ୟୋନୋ (YONO), ମୋବାଇଲ୍ ବ୍ୟାଙ୍କିଙ୍ଗ୍, UPI ଏବଂ ଅନ୍ୟାନ୍ୟ ଡିଜିଟାଲ୍ ଚ୍ୟାନେଲ୍ ବ୍ୟବହାର କରନ୍ତୁ।

ଆପଣମାନଙ୍କୁ ହେବାକୁ ଥିବା ଅସୁବିଧା ପାଇଁ ଆମେ ଦୁଃଖିତ ଏବଂ ଆପଣଙ୍କ ସହଯୋଗ ପାଇଁ ଆମେ କୃତଜ୍ଞ।

— ଭାରତୀୟ ଷ୍ଟେଟ୍ ବ୍ୟାଙ୍କ (SBI)

Latest Stories