ବନ୍ୟାୟଭୂମି ସମ୍ବାଦ/ବ୍ୟୁରୋ ଯୁବକ ହିତେନ୍ଦ୍ରନଙ୍କ ମହାନ ମାନବିକ କାର୍ଯ୍ୟ—ତାଙ୍କ ଅଙ୍ଗଦାନକୁ ସ୍ମରଣ କରି ପ୍ରତିବର୍ଷ ସେପ୍ଟେମ୍ବର ୨୩ ତାରିଖକୁ ତାମିଲନାଡୁ ଅଙ୍ଗଦାନ ଦିବସ ଭାବେ ପାଳନ କରାଯାଏ।ଏହି ଦିନ ଆମେ ସମସ୍ତ ଅଙ୍ଗଦାତାଙ୍କୁ ଗର୍ବର ସହ ସ୍ମରଣକରୁଛୁ। ସେମାନଙ୍କର ମାନବିକତା ଓ ମହାନ ତ୍ୟାଗ ଅନେକ ଜୀବନକୁ ପୁନର୍ଜୀବନ ଦେବାର ପଥ ଦେଖାଏ।ଅଙ୍ଗଦାନ ହେଉଛି ମହାନ ମାନବିକ ସେବା ବୋଲି କନିମୋଜି ସନ୍ତୋଷ ନିଜର x acount ପ୍ରକାଶ କରିଛନ୍ତି।









