୨୪.୦୯.୨୦୨୬ ତାରିଖରେ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ/ସମ୍ଭାବନା ଥିବା ଏବଂ ଛାତ୍ରଛାତ୍ରୀମାନଙ୍କ ସୁରକ୍ଷା ଓ ନିରାପତ୍ତାକୁ ଦୃଷ୍ଟିରେ ରଖି, କଳାହାଣ୍ଡି ଜିଲ୍ଲାର ସମସ୍ତ ସରକାରୀ/ସରକାରୀ ସହାୟତାପ୍ରାପ୍ତ/ବେସରକାରୀ ଶିକ୍ଷାନୁଷ୍ଠାନ, ଗୁଡ଼ିକ ବନ୍ଦ ରହିବ ଜିଲ୍ଲାପାଳ ଙ୍କ ନିର୍ଦ୍ଦେଶ Read More »