ସମ୍ପାଦକ :- ଜିତେନ୍ଦ୍ର ତାଣ୍ଡି

ସତ୍ୟର ସହିତ : ନ୍ୟାୟର ପଥରେ , PRGI ORORI/26/A6471

ସତ୍ୟର ସହିତ : ନ୍ୟାୟର ପଥରେ , PRGI ORORI/26/A6471

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁଜରାଟର ବଡୋଦରାଠାରେ ମହାରାଜା ସୟାଜୀରାଓ ବିଶ୍ୱବିଦ୍ୟାଳୟର ୭୫ତମ ବାର୍ଷିକ ସମାବର୍ତ୍ତନ ସମାରୋହରେ ଯୋଗଦେଇଥିଲେ।

ନ୍ୟାୟଭୂମି ସମ୍ବାଦ/ ବ୍ୟୁରୋ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁଜରାଟର ବଡୋଦରାଠାରେ      ମହାରାଜା ସୟାଜୀରାଓ  ବିଶ୍ୱବିଦ୍ୟାଳୟର ୭୫ତମ ବାର୍ଷିକ ସମାବର୍ତ୍ତନ ସମାରୋହରେ।

      ଯୋଗଦେଇଥିଲେ।ରାଷ୍ଟ୍ରପତି କହିଥିଲେ ଯେ, ଆଜିର ବିଶ୍ୱରେ କୌଣସି ସମସ୍ୟାର              ସମାଧାନ କେବଳ ଗୋଟିଏ ବିଷୟ ମଧ୍ୟରେ ସୀମିତ ନୁହେଁ। ଗୁରୁତର ଆହ୍ୱାନଗୁଡ଼ିକର          ସମାଧାନ ପାଇଁ ବିଭିନ୍ନ ବିଷୟର ସମନ୍ୱିତ ଓ ବହୁବିଷୟୀ ଦୃଷ୍ଟିକୋଣ ଆବଶ୍ୟକ

      ରାଷ୍ଟ୍ରପତି ଆହୁରି କହିଥିଲେ ଯେ, **‘ବିକଶିତ ଭାରତ’**ର ଲକ୍ଷ୍ୟ ହାସଲ କରିବାରେ                                               ବିଶ୍ଵବିଦ୍ୟାଳୟ ଓ ଯୁବପିଢ଼ିଙ୍କୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇବାକୁ ପଡ଼ିବ ବୋଲି କହିଥିଲେ।

Latest Stories