ଭୁବନେଶ୍ୱର ତା ୨୩/୦୯ ନ୍ୟାୟଭୂମି ସମ୍ବାଦ ୧୧ତମ ଆୟୁର୍ବେଦ ଦିବସ ଅବସରରେ ଲୋକସେବା ଭବନରେ ଏକ ଆୟୁର୍ବେଦ ସ୍ୱାସ୍ଥ୍ୟ ସେବା ଶିବିରର ସ୍ବାସ୍ଥ୍ୟ ମନ୍ତ୍ରୀ ଡ଼: ମୁକେଶ କୁମାର ମହଲିଂଙ୍ଗ ଙ୍କ ଦ୍ଵାରା ଉଦ୍ଘାଟନ ହୋଇଛି। ଏହି ଶିବିର ମାଧ୍ୟମରେ ଆୟୁର୍ବେଦ ଚିକିତ୍ସା ଓ ସ୍ୱାସ୍ଥ୍ୟ ସଚେତନତାକୁ ଅଧିକ ସୁଦୃଢ଼ କରିବାର ପ୍ରୟାସ କରାଯାଇଛି।









