ସମ୍ପାଦକ :- ଜିତେନ୍ଦ୍ର ତାଣ୍ଡି

ସତ୍ୟର ସହିତ : ନ୍ୟାୟର ପଥରେ , PRGI ORORI/26/A6471

ସତ୍ୟର ସହିତ : ନ୍ୟାୟର ପଥରେ , PRGI ORORI/26/A6471

ତିରୁଭନ୍ନାମଲାଇ ଜିଲ୍ଲାପାଳଙ୍କ ଦ୍ୱାରା କମ୍ପୋଷ୍ଟ ୟାର୍ଡ ପରିଦର୍ଶନ

ନ୍ୟାୟଭୂମି ସମ୍ବାଦ(ବ୍ୟୁରୋ) ତାମିଲ ନାଡୁ ତିରୁଭନ୍ନ୍ନାମଲାଇ ଜିଲ୍ଲାପାଳ ଶ୍ରୀମତୀ ବନ୍ଧନା ଗର୍ଗ, I.A.S. ଆଜି ୨୪ ସେପ୍ଟେମ୍ବର ୨୦୨୬ରେ କୀଝାପେନ୍ନାଥୁର ପଞ୍ଚାୟତ ୟୁନିଅନ୍ ଅଧୀନସ୍ଥ ନାଥମକରିୟାନ୍ଥାଲ ପଞ୍ଚାୟତରେ ଗ୍ରାମୀଣ ବିକାଶ ଓ ପଞ୍ଚାୟତ ରାଜ ବିଭାଗ ପକ୍ଷରୁ ସ୍ଥାପିତ କମ୍ପୋଷ୍ଟ ୟାର୍ଡ ପରିଦର୍ଶନ କରିଥିଲେ।
ଏହି ଅବସରରେ ଜିଲ୍ଲାପାଳ ଏକ ଚାରା ରୋପଣ ମଧ୍ୟ କରିଥିଲେ।

Latest Stories