ସମ୍ପାଦକ :- ଜିତେନ୍ଦ୍ର ତାଣ୍ଡି

ସତ୍ୟର ସହିତ : ନ୍ୟାୟର ପଥରେ , PRGI ORORI/26/A6471

ସତ୍ୟର ସହିତ : ନ୍ୟାୟର ପଥରେ , PRGI ORORI/26/A6471

ଯାଜପୁର ରୋଡ୍ ପୋଲିସ ପକ୍ଷରୁ ନାବାଳିକା ଉଦ୍ଧାର

ଯାଜପୁର: ୨୮/୧୦ /୨୬ ନ୍ୟାୟଭୂମି ସମ୍ବାଦ(ବ୍ୟୁରୋ)           ଯାଜପୁର ରୋଡ୍ ଥାନା କେସ୍ ନଂ ୩୭୭/୨୦୨୬ ମାମଲା ସଂପର୍କରେ ଜଣେ ନାବାଳିକାଙ୍କୁ ସଫଳତାର ସହ ଉଦ୍ଧାର କରିଛି ଯାଜପୁର ରୋଡ୍ ପୋଲିସ।
ଶିଶୁଙ୍କ ସୁରକ୍ଷା, ସଂରକ୍ଷଣ ଓ କଲ୍ୟାଣ ପ୍ରତି ପୋଲିସର ପ୍ରତିବଦ୍ଧତାକୁ ଏହି ପଦକ୍ଷେପ ପ୍ରତିଫଳିତ କରୁଛି। ଶିଶୁଙ୍କ ସୁରକ୍ଷାକୁ ପ୍ରାଥମିକତା ଦେବା ସହ ପ୍ରତ୍ୟେକ ଶିଶୁର ଜୀବନ ଓ ସୁରକ୍ଷା ଗୁରୁତ୍ୱପୂର୍ଣ୍ଣ ବୋଲି ଯାଜପୁର ପୋଲିସ ପକ୍ଷରୁ ବାର୍ତ୍ତା ଦିଆଯାଇଛି।

Latest Stories